28.1 C
Bhubaneswar
Friday, March 29, 2024
Homeଅପରାଧଦଳିତ ବିବାହିତା ମିହଳାଙ୍କୁ ବଳପୂର୍ବକ ଦୁଷ୍କର୍ମ!

ଦଳିତ ବିବାହିତା ମିହଳାଙ୍କୁ ବଳପୂର୍ବକ ଦୁଷ୍କର୍ମ!

ଭୂବନେଶ୍ୱର  : ଏୟାରଫିଲ୍‌ଡ଼ ଥାନା ଅଧିନସ୍ଥ ପାଞ୍ଚଗାଁ ଗ୍ରାମରେ ଜନୈକ ଦଳିତ ବିବାହିତା ମହିଳା ଛନ୍ମନାମ (ମିଲି)ଙ୍କୁ ସେହି ଗ୍ରାମର ଦୁଇଜଣ ବିବାହିତ ଯୁବକ ସିଦ୍ଧେଶ୍ୱର ସାହୁ ଓ ବଗ ବେହେରା ଗତ ତା ୨୬.୦୧.୨୦୨୦ ରିଖ ଅପରାହ୍ନ ୫.୩୦ ମିନିଟ୍ ସମୟରେ ଉକ୍ତ ପୀଡ଼ିତା ଯେତେବେଳେ ବିଲରୁ ବେଣା କାଟି ଘରକୁ ଏକାକୀ ଫେରୁଥିବା ସମୟରେ ଉକ୍ତ ଯୁବକ ବଳପୂର୍ବକ ପୀଡ଼ିତାଙ୍କ ମୁହଁରେ ଗାମୁଛା ଦେଇ ଏକ ନିଛାଟିଆ ଜାଗାକୁ ଟେକିନେଇ ବାରମ୍ବାର ଧର୍ଷଣ କରିବା ସହ ବହୁତ ବିଧା,ଗୋଇଠା ମାରିଲେ । କିନ୍ତୁ କୌଶଳକ୍ରମେ ପୀଡ଼ିତା ସେଠାରୁ ପଳାଇ ଆସି ତାର ଶାଶୁ, ଶଶୂରଙ୍କୁ ଜଣାଇବା ପରେ ସେମାନେ ନିକଟସ୍ଥ ଥାନାକୁ ଆସି ଅଭିଯୁକ୍ତଙ୍କ ନାମରେ ଲିଖିତ ଅଭିଯୋଗ କରିବା ପରେ ଏୟାରଫିଲ୍‌ଡ଼ ଥାନା କେସ୍ ନଂ-୧୧/୨୦ ୟୁ ଏସ୍‌-୩୪୧/୩୨୩/୩୭୬ଡ଼ି/୩ ତଫସିଲଭୁକ୍ତ ଜାତି ଓ ଉପଜାତି ଦଫା ପିଓଏରେ ରୁଜୁ କରି ପୋଲିସ୍ ନୀରବଦ୍ରଷ୍ଟା ସାଜିଛି! ଯାହା ସ୍ଥାନୀୟ ଅଞ୍ଚଳରେ
ପୋଲିସ୍‌ର ନିଷ୍କ୍ରିୟତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି? କିନ୍ତୁ ସାଧାରଣ ବୁଦ୍ଧିଜୀବୀଙ୍କ ମତରେ ଯେଉଁ ଦେଶରେ ଗାନ୍ଧିଜୀ ନିଶାମୁକ୍ତ ଆନ୍ଦୋଳନର ଡ଼ାକରା ଦେଇଥିଲେ କିନ୍ତୁ ଦୁର୍ଭାଗ୍ୟର ବିଷୟ ସେହି ରାଜ୍ୟ ଆଜି ନିଶାଯୁକ୍ତରେ ପରିଣତ ହେବା ଦ୍ୱାରା ଆଜି ପାଞ୍ଚଗାଁରେ ଏହା ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି ହୋଇଛି ଯାହା ରାଜ୍ୟ ଓ ଦେଶ ପାଇଁ ଲଜ୍ଜା । ଆମର ଦାବି ପୀଡ଼ିତା କିଭଳି ସାମାଜିକସ୍ତରରେ ପୂର୍ବଭଳି ସ୍ୱାଭାବିକ ଭାବରେ ବଞ୍ôଚବା ସହିତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କ ନିକଟରେ ରାଜ୍ୟ ସଚେତନ ନାଗରିକ ଅଧିକାର ମଞ୍ଚର ଦାବୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking