32.8 C
Bhubaneswar
Tuesday, April 16, 2024
Homeଦେଶ ବିଦେଶଦିଲ୍ଲୀ ରେ ୬ ଦିନିଆ ଲକଡାଉନ

ଦିଲ୍ଲୀ ରେ ୬ ଦିନିଆ ଲକଡାଉନ

ନୂଆଦିଲ୍ଳୀ : କୋରନା ସଂକ୍ରମଣ ବଢିବା ପରେ ରାଜଧାନୀ ଦିଲ୍ଲୀରେ ବଢିଲା କଟକଣା । ଆଜି ରାତି ୧୦ ଟାରୁ ଠାର ଆସନ୍ତା ସୋମବାର ସକାଳ ୫ ଟା  ପର୍ଯ୍ୟନ୍ତ ଦିଲ୍ଲୀରେ ସମ୍ପୁର୍ଣ୍ଣ କଫ୍ରୁ୍ୟ ଘୋଷଣା କରାଯାଇଛି  । ଗତକାଲି ରାଜଧାନୀ ଦିଲ୍ଲୀରେ ରେକର୍ଡ ୨୫ ହଜାର ସଂକ୍ରମଣ ଚିହ୍ନଟ ହୋଇଥିଲା ଏବଂ ଦିଲ୍ଲୀରେ କୋରନା ସ୍ଥିତି ଏପରି ହୋଇଛିଯେ, ଟେଷ୍ଟ ହୋଇଥିବା ପ୍ରତି ୩ ଟି ସ୍ୟାମ୍ପେଲରୁ ଗୋଟିଏ ପଜେଟିଭ ବାହାରୁଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିରୱାଲ ମଧ୍ୟ କହିଥିଲେ ବର୍ତ୍ତମାନ ଦିଲ୍ଲୀରେ ଆଉ ୧୦୦ ଆଇସିୟୁ ବେଡ ରହିଛି ।

କୋରନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଆଗକୁ ଆସିଛି ଦିଲ୍ଲୀ ବ୍ୟବସାୟୀ ସଂଘ । ବ୍ୟବସାୟୀ ସଂଘର ସଭାପତି କହିଛନ୍ତି ଯେ , ଦିଲ୍ଲୀର ବ୍ୟବସାୟୀ ସଂଗଠନ ଗୁଡିକ ୧୫ ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଉପରାଜ୍ୟପାଳଙ୍କ ସହିତ ବିଚାରବିମର୍ଶ କରୁଥିଲେ ଓ ସେମାନଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିଲା ।  ତେବେ ୧୨ ଟା ବେଳେ ପ୍ରେସ କନଫରେନ୍ସ କରି  ସେଥିରେ ଏହି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking