ବଲାଙ୍ଗୀର ବଡ଼ମାଳରେ ଗୋଳାବାରୁଦ କାରଖାନା ନିକଟରେ ବୁଲୁଛି କଲରପତରିଆ ବାଘ

ବଲାଙ୍ଗୀର : ବଲାଙ୍ଗୀର ବଡ଼ମାଳରେ ବୁଲୁଛି ବାଘ । ବଲାଙ୍ଗୀର ସଇଁତଳା ବ୍ଲକ ସ୍ଥିତ ଗୋଳାବାରୁଦ କାରଖାନା ପରିସରରେ କଲରାପତରିଆ ବାଘ ବୁଲୁଥିବା ସିସିଟିଭିରେ କଏଦ ହୋଇଛି । ଏହା ଗୁରୁବାର ରାତିର ଘଟଣା ହୋଇଥିବା ଜଣାପଡ଼ିଛି । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ଏକ କଲରାପତରିଆ ବାଘ ସୋଲାର ପ୍ଲାଣ୍ଟର ତାରବାଡ଼ ଡେଇଁ ଗୋଳାବାରୁଦ କାରଖାନା ଭିତରକୁ ଆସୁଥିବା ଦେଖିବାକୁ ମିଳିଛି । ଏହାପରେ ବାଘଟି ଦୌଡି ପଳାଉଛି ।ଏହି ଭିଡିଓ … Continue reading ବଲାଙ୍ଗୀର ବଡ଼ମାଳରେ ଗୋଳାବାରୁଦ କାରଖାନା ନିକଟରେ ବୁଲୁଛି କଲରପତରିଆ ବାଘ