31.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗବନ୍ୟା ସ୍ଥିତି ତଦାରଖ ପାଇଁ କାଲି ଆସୁଛି କେନ୍ଦ୍ରୀୟ ଟିମ

ବନ୍ୟା ସ୍ଥିତି ତଦାରଖ ପାଇଁ କାଲି ଆସୁଛି କେନ୍ଦ୍ରୀୟ ଟିମ

ଭୁବନେଶ୍ୱର: ଓଡିଶାରେ ବନ୍ୟା ସ୍ଥିତି ତଦାରଖ ପାଇଁ କାଲି ଆସୁଛି କେନ୍ଦ୍ରୀୟ ଟିମ୍ । ୨ ଦିନିଆ ଓଡିଶା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବ ଟିମ୍ । ବନ୍ୟା କ୍ଷତିଗ୍ରସ୍ତ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲା ଯାଇ ସ୍ଥିତି ଅନୁଧ୍ୟାନ କରିବେ । ଲୋକସେବା ଭବନରେ ୧୭ରେ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ସୂଚନା ଯୋଗ୍ୟ, ବନ୍ୟା ପ୍ରବାବରେ ଓଡିଶାର ଅନେକ ଜିଲ୍ଲା ପ୍ରଭାବିତ ହୋଇଛି । ବନ୍ୟା ଯୋଗୁଁ ଅନେକ ଲୋକ ଜୀବିିକା ଓ ଧରଦ୍ୱାର ସବୁ ହରାଇଛନ୍ତି । ରାଜ୍ୟ ସରକାର ମଧ୍ୟ ପ୍ରଭାବିତଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking