31.1 C
Bhubaneswar
Friday, March 29, 2024
Homeଓଡିଶାପଥର ଖାଦାନରେ ବିସ୍ଫୋରଣ ଘଟି ୩ ମୃତ, ୬ ଆହତ

ପଥର ଖାଦାନରେ ବିସ୍ଫୋରଣ ଘଟି ୩ ମୃତ, ୬ ଆହତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଗୁଣପୁର ଅନ୍ତର୍ଗତ ଓକିଲଗୁଡ଼ା ପଥର ଖାଦାନରେ ବିସ୍ଫୋରଣ ଘଟି ୩ଜଣ ମୃତ୍ୟୁ ହୋଇଛି । ଏହା ସହ ୬ଜଣ ଗୁରୁତର ଆହତ ହୋଇଛନ୍ତି । ୩ଜଣ ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଶ୍ରମିକ ଥିବାବେଳେ ଜଣେ ପୁରୁଷ ଶ୍ରମିକ ରହିଛନ୍ତି । ପଥର ଖାଦାନରେ କ’ଣ ପାଇଁ ବିସ୍ଫୋରଣ ଘଟିଲା ତା’ର କାରଣ ଅସ୍ପଷ୍ଟ ରହିଛି । ତେବେ ପଥର ଫଟାଇବାବେଳେ ବିସ୍ଫୋରଣ ଘଟିଥିବ ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking