ଗରମ ଖିରି ହାଣ୍ଡିରେ ପଡି ୫ ବର୍ଷର ଶିଶୁକନ୍ୟା ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କୁଶୀନଗର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗରମ ଖିରି ହଣ୍ଡାରେ ପଡ଼ି ଜଣେ ୫ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁ ଖିରି ଖାଇବାକୁ ଜିଦ୍ କରିଥିଲା । ସେଥିପାଇଁ ତା’ ଜେଜେ ଖିରି ହଣ୍ଡାର ଘୋଡଣୀ କାଢ଼ି ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦେଇଥିଲେ । ଫଳରେ ଅସାବଧାନତା ବଶତଃ ଶିଶୁକନ୍ୟା ଜେଜେ ଆଖି ସାମ୍ନାରେ ହଣ୍ଡା ଭିତରକୁ ଖସି ପଡିଥିଲା । ଖରି … Continue reading ଗରମ ଖିରି ହାଣ୍ଡିରେ ପଡି ୫ ବର୍ଷର ଶିଶୁକନ୍ୟା ମୃତ