28.1 C
Bhubaneswar
Thursday, March 28, 2024
Homeଅପରାଧମଦ ପାଇଁ ୫୦ ଟଙ୍କା ନ ଦେବାରୁ ଦୁଇ ସାଙ୍ଗକୁ ଛୁରୀରେ ଆକ୍ରମଣ

ମଦ ପାଇଁ ୫୦ ଟଙ୍କା ନ ଦେବାରୁ ଦୁଇ ସାଙ୍ଗକୁ ଛୁରୀରେ ଆକ୍ରମଣ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଅପରାଧ ସଂଖ୍ୟା ବଢୁଛି । କିଏ କେମିତି ପ୍ରକାରରେ କୌଣସି ପ୍ରକାରର ଅପରାଧ କରିବାକୁ ପଛାଉନାହାନାନ୍ତି । କେତେବେଳେ ଏଥିପାଇଁ ଖରାପ ସମୟ ରହୁଛି ତ ପୁଣି କେତେବେଳେ ପରିସ୍ଥିତି ଦେଖି ଏମିତି ବିଭିନ୍ନ ପ୍ରକାର ହତ୍ୟାକାଣ୍ଡ ଅଭିଯୁକ୍ତ ଭିଆଉଛନ୍ତି । ଏହାରି ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହ ଜଡିତ ଏକ ଅପରାଧିକ ଖବର ସାମ୍ନାକୁ ଆସିଛି । ଯେଉଁଠି ଜଣେ ନାବାଳକକୁ ପୁଲିସ ଛୁରୀ ମାରିବା ଅପରାଧରେ ଗିରଫ କରିଛି । ୧୭ ବର୍ଷୀୟ ନାବାଳକ ମଦ ପାଇଁ ୫୦ ଟଙ୍କା ନଦେବାରୁ ନିଜର ଦୁଇ ବନ୍ଧୁଙ୍କୁ ଛୁରୀ ରେ ଆକ୍ରମଣ କରିଛି । ଏହି ଘଟଣା ପରେ ଅନ୍ୟ ଅଭିଯୁକ୍ତ ଫେରାର ରହିଛନ୍ତି । ଅନ୍ୟପଟେ ଏଥିରେ ଗୁରୁତର ଥିବା ବ୍ୟକ୍ତିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking