30 C
Bhubaneswar
Sunday, May 24, 2026
Homeଓଡିଶାପାଣିରେ ବୁଡ଼ି ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ

ପାଣିରେ ବୁଡ଼ି ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ

ବ୍ରହ୍ମପୁର : ବ୍ରହ୍ମପୁର ସହରର ଆଙ୍କୁଲି ନୂଆବନ୍ଧରେ ବୁଡ଼ି ଦୁଇ ଛାତ୍ର ମୃତ । ବୁଡ଼ି ଯିବାରୁ ନବମ ଓ ଦଶମ ପାସ୍ କରିଥିବା ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଜଣେ ଗଜପତି ନଗର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ଖୋଡାସିଂ ଅଞ୍ଚଳର ବୋଲି ଜଣାପଡ଼ିଛି । ଉଭୟେ ଖେଳିବା ପାଇଁ ସେଠାକୁ ଯାଇ ପାଣିରେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି । ଅଞ୍ଚଳବାସୀ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ସେମାନଙ୍କ ଉଦ୍ଧାର କରାଯାଇ ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟକୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking