30 C
Bhubaneswar
Wednesday, June 10, 2026
Homeଓଡିଶାଭୁବନେଶ୍ୱରରେ ବୋମାମାଡ

ଭୁବନେଶ୍ୱରରେ ବୋମାମାଡ

ଭୁବନେଶ୍ୱର: ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ – ୩ ସମ୍ମୁଖରେ ବୋମାମାଡ । ଗାଡକଣ ନିକଟରେ ଥିବା  କେନ୍ଦ୍ରୀୟ ବିଦ୍ୟାଳୟ ମୁଖ୍ୟ ଗେଟ ଆଗରେ  ବୋମା ଫୁଟିଛି ।  ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଛି ବୋମା । ବୋମା ବିସ୍ପୋରଣରେ ଥରିଲା  ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ ପରିସର ।  ସକାଳ ୮ଟାରେ ବୋମା  ଫୁଟିଥିବା ନେଇ ସୂଚନା ମିଳିଛି । ସୂଚନା ପାଇଁ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି  ଛାନଭିନ ଆରମ୍ଭ କରିଛି। ହେଲେ  କ୍ଷୟକ୍ଷତି ନେଇ ଏଯାଏଁ  ସୂଚନା ଆସିନାହିଁ । ସ୍ଥାନୀୟ ଅଞ୍ଚଳର ଏକାଧିକ ସିସିଟିଭି ରହିଛି  ଏସବୁ ଆଧାରରେ ସିସିଟିଭିକୁ ମଧ୍ୟ  ଯାଞ୍ଚ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking