15.1 C
Bhubaneswar
Monday, December 8, 2025
Homeଓଡିଶାହଷ୍ଟେଲରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ

ହଷ୍ଟେଲରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ

ବଲାଙ୍ଗିର: ହଷ୍ଟେଲ ଭିତରୁ ନବମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଣ୍ଟାବାଞ୍ଜି ଥାନା ହିଆଁଲ ଗାଁରେ  ଥିବା ଏକ ହଷ୍ଟେଲରୁ ଉଦ୍ଧାର ହୋଇଛି । ମୃତ ଛାତ୍ର ବେଲପଡା ଥାନା ଅଞ୍ଚଳର  । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ପରିବାର ଲୋକଙ୍କ ମନରେ ଏନେଇ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking