17.1 C
Bhubaneswar
Sunday, December 7, 2025
Homeଓଡିଶାପିକଅପ୍ ଭ୍ୟାନ୍ ଓଲଟି ୨ ମୃତ

ପିକଅପ୍ ଭ୍ୟାନ୍ ଓଲଟି ୨ ମୃତ

ବଣାଇ: ସୁନ୍ଦରଗଡ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ମର୍ମାନ୍ତୁଦ ଦୁର୍ଘଟଣାର ଖବର । ପିକଅପ୍ ଭ୍ୟାନ୍ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଚାନ୍ଦିପୋଷ ଥାନା ଏନଏଚ୍ ୧୪୩ ବୀରତୋଳା ନିକଟରେ ଏହି  ଦୁର୍ଘଟଣାଟି ଘଟିଛି । ସୂଚନା ଅନୁସାରେ ଭାରସାମ୍ୟ ହରାଇ ଏନଏଚ୍ ଉପରେ ଓଲଟି ପଡିଥିଲା ଭ୍ୟାନ୍ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking