13.1 C
Bhubaneswar
Sunday, December 7, 2025
Homeଓଡିଶା ହାଇ ହିଲ୍ସ ଶରୀର ପାଇଁ କେଉଁ ସମସ୍ୟା ସୃଷ୍ଟି କରେ ଜାଣନ୍ତୁ ..

 ହାଇ ହିଲ୍ସ ଶରୀର ପାଇଁ କେଉଁ ସମସ୍ୟା ସୃଷ୍ଟି କରେ ଜାଣନ୍ତୁ ..

ଭୁବନେଶ୍ୱର: ହାଇ ହିଲ ପିନ୍ଧିବା ଦ୍ୱାରା ଆପଣଙ୍କ ଷ୍ଟାଇଲକୁ ଆହୁରି ଉନ୍ନତ କରିଥାଏ । କିନ୍ତୁ ଏହା ଅନେକ ଶାରୀରିକ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ଦୀର୍ଘ ସମୟ ଘରି ହାଇ ହିଲ  ପିନ୍ଧିବା ଦ୍ୱାରା ପାଦରେ ଯନ୍ତ୍ରଣା ହୁଏ । ଗୋଡ ଫୁଲିବା କିମ୍ବା ମୋଚା ହୋଇଯିବାର ଆଶଙ୍କା ବଢିଯାଏ । ହାଇ ହିଲ୍ସ ମେରୁଦଣ୍ଡ ଉପରେ ଚାପ ବୃଦ୍ଧି କରେ, ଯାହା ପିଠି ଯନ୍ତ୍ରଣାର କାରଣ ହୋଇପାରେ ।  ଆଣଣ୍ଠୁ ଉପରେ ଚାପ ପଡିଥାଏ । ଯାହା ଗଣ୍ଠି ଯନ୍ତ୍ରଣାର ଆଶଙ୍କା ବଢାଇପାରେ । ଉଚ୍ଚ ହିଲ୍ସ ଯୋଗୁଁ ଆପଣ ଅସନ୍ତୁଳନ ହୋଇପାରନ୍ତି, ଯାହା ପଡିଯିବାର ସମ୍ଭାବନା ବଢାଇଥାଏ । ଦୀର୍ଘ ସମୟ ଧରି ହାଇ ହିଲ ପିନ୍ଧିବା ଦ୍ୱାରା ପାଦର ଆଙ୍ଗୁଠି ବଙ୍କା ହୋଇଯାଇପାରେ ।  ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇପାରେ । ଗର୍ଭବତୀ ମହିଳାଙ୍କ ପାଇଁ ହାଇହିଲ ବିପଦପୂଣ୍ଣ ହୋଇପାରେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking