14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶପୁରୀରେ କେବଳ ଜଗନ୍ନାଥ ଧାମ- ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ

ପୁରୀରେ କେବଳ ଜଗନ୍ନାଥ ଧାମ- ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନନ୍ଦ ସରସ୍ୱତୀଙ୍କ ବଡ ବୟାନ ଦେଇଛନ୍ତି । ପୁରୀରେ କେବଳ ଜଗନ୍ନାଥ ଧାମ ରହିଛି କହିଛନ୍ତି, ଶଙ୍କରାଚାର୍ଯ୍ୟ । ଅନ୍ୟ ମନ୍ଦିରକୁ ଧାମ କହିବା ଅନୁଚିତ । ଅନ୍ୟପଟେ, ନିଜ ଜିଦରେ  ଅଟଳ  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୀଘାରେ ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ । ଦୀଘା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଲାଗିଲା ସ୍ଥାୟୀ ହୋର୍ଡିଂ । ଟ୍ୱିଟକୁ ଭୁଲ ପ୍ରମାଣିତ କଲେ ମମତା ବାନାର୍ଜୀ । ଜଗନ୍ନାଥ ଧାମ ଉଠାଇ ନେଇ ପୋଷ୍ଟ କରିଛିଲେ ଅମିତ ମାଲବ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking