ନୂଆଦିଲ୍ଲୀ: ଆଇଏଏସ ନିକୁଞ୍ଜ ଧଳଙ୍କୁ ବଡ ଦାୟିତ୍ୱ ମିଳିଛି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ଧଳ । ଉମଙ୍ଗ ନରୁଲାଙ୍କ ସ୍ଥାନ ନେବେ ନିକୁଞ୍ଜ । ଜୁନ ୩୦ ପରେ ଦାୟିତ୍ୱ ନେବେ ।