15.1 C
Bhubaneswar
Monday, December 8, 2025
Homeଓଡିଶାନନ୍ଦନକାନରେ ଜନ୍ମ ହୋଇଛି ବାଘ ଛୁଆ

ନନ୍ଦନକାନରେ ଜନ୍ମ ହୋଇଛି ବାଘ ଛୁଆ

ଭୁବନେଶ୍ୱର : ନନ୍ଦନକାନନରେ ନୂଆ ଅତିଥି । ନନ୍ଦନକାନନରେ ଜନ୍ମହୋଇଛି ବାଘ ଛୁଆ । ବାଘୁଣୀ ‘ଅଙ୍କିତା ‘ ଜନ୍ମଦେଇଛି ବାଘ ଶାବକ । ସୁସ୍ଥ ଅଛନ୍ତି ଉଭୟ ବାଘୁଣୀ ଓ ଶାବକ । ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking