ଭୁବନେଶ୍ୱର: ଶ୍ରୀମନ୍ଦର ପରିକ୍ରମା ପ୍ରଚାରକୁ ନେଇ ବିଜେପିର ଟାର୍ଗେଟ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୃଥ୍ୱୀରାଜ ହରିଚନ୍ଦନ । ପରିକ୍ରମା ପ୍ରକଳ୍ପ ରଥରେ ଶାସକ ଦଳ ନିର୍ବାଚନୀ ପ୍ରଚାର କରୁଛି । ଦକ୍ଷିଣ ଭାରତୀୟ ସଂସ୍କୃତିକୁ ଏଠି ଲଦି ଦିଆଯାଇଛି । ରତ୍ନ ଭଣ୍ଡାର ଚୋରି, ବ୍ରହ୍ମ ବିଭ୍ରାଟ କାଳି ସରକାରଙ୍କ ମୁହଁରେ ଲାଗିଛି । ନବୀନ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କି ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛନ୍ତି । ନିର୍ବାଚନ ପାଇଁ ଏ ଚକ୍ରାନ୍ତ କରୁଛନ୍ତି, ଲୋକେ ଏଥିପାଇଁ ଜବାବ ଦେବେ ।