28.1 C
Bhubaneswar
Monday, September 30, 2024
Homeଦେଶ ବିଦେଶରେଳ ଟ୍ରାକ୍‌କୁ ମିଳିଲା ଶିବସେନା ନେତାଙ୍କ ଶବ

ରେଳ ଟ୍ରାକ୍‌କୁ ମିଳିଲା ଶିବସେନା ନେତାଙ୍କ ଶବ

ମୁମ୍ବାଇ: ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସୁଧୀର ମୋରେଙ୍କର ଟ୍ରେନ୍‌ରେ କଟି ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳେ ତାଙ୍କ ଖଣ୍ଡବିଖଣ୍ଡିତ ଶବ ଘାଟୋକପାର ଷ୍ଟେସନ୍ ନିକଟ ରେଳ ଟ୍ରାକ୍‌ରୁ ମିଳିଛି । ସେ ଏକ ମିଟିଂକୁ ଯାଉଥିବା ତାଙ୍କ ବଡି ଗାର୍ଡଙ୍କୁ କହିଥିଲେ ଏବଂ ତାଙ୍କୁ ସାଙ୍ଗରେ ନେଇନଥିଲେ । ସେ ଶିବସେନାର କର୍ପୋରେଟର୍ ଏବଂ ଅଞ୍ଚଳର ବିଭାଗ ପ୍ରମୁଖ ଥିଲେ । ଶିବସେନାରେ ବିଭାଜନ ପରେ ମୋରେ ଉଦ୍ଧବ ଠାକ୍‌ରେଙ୍କ ସହିତ ରହିଥିଲେ । ପାର୍ଟି ତାଙ୍କୁ ରତ୍ନଗିରି ଜିଲ୍ଲାର ଜନସମ୍ପର୍କ ପ୍ରମୁଖ ନିଯୁକ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking