19.1 C
Bhubaneswar
Saturday, November 23, 2024
Homeଓଡିଶାଆଲୋଚନା ଚାହିଁଲେ ମୁଁ ରାଜି ଅଛି: ପିସିସି ସଭାପତି

ଆଲୋଚନା ଚାହିଁଲେ ମୁଁ ରାଜି ଅଛି: ପିସିସି ସଭାପତି

ଭୁବନେଶ୍ୱର: ୨ କଂଗ୍ରେସ ନେତାଙ୍କ ନିଲମ୍ବନ ପ୍ରସଙ୍ଗରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା । ନିଲମ୍ବନ ପ୍ରତ୍ୟାହାର ଦାବି ନେଇ ମୋ ପାଖକୁ ଅଭିଯୋଗ ଆସିନି । ସେମାନେ ଚିଠି ପଠାଇଲେ ମୁଁ ହାଇକମାଣ୍ଡଙ୍କୁ ପଠାଇଦେବୀ । କାହା ଟିପ୍ପଣି ଉପରେ ମତ ହେବାର ନାହିଁ,ଯେଉଁଟା ସତ ସେଇଟା ହିଁ ସତ । ଶୃଙ୍ଖଳା କମିଟିରୁ ଚିଠି ଆସିବା ପରେ ମୁଁ ଏଆଇସିସିକୁ ଚିଠି ଲେଖିଥିଲି । ନିଲମ୍ବନ ୨ ନେତା ଚିଠି ମାଧ୍ୟମରେ ଜଣାଇଲେ ହାଇକମାଣ୍ଡକୁ ପଠାଇଦେବୀ । ଉଭୟ ନେତା ମୋ ସହ ଆଲୋଚନା ଚାହିଁଥିଲେ ମୁଁ ରାଜି ଅଛି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking