28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶତାମିଲନାଡୁର ପୂର୍ବତନ ସ୍ପେଷାଲ ଡିଜି ରାଜେଶ ଦାସଙ୍କୁ ଜେଲ 

ତାମିଲନାଡୁର ପୂର୍ବତନ ସ୍ପେଷାଲ ଡିଜି ରାଜେଶ ଦାସଙ୍କୁ ଜେଲ 

ନୂଆଦିଲ୍ଲୀ: ତାମିଲନାଡୁର ପୂର୍ବତନ ସ୍ପେଷାଲ ଡିଜି ରାଜେଶ ଦାସଙ୍କୁ ଜେଲ । ୩ ବର୍ଷ ଜେଲ ଓ ୧୦ ହଜାର ଜରିମାନା କଲେ ଭିଲୁପୁରମ କୋର୍ଟ । ଜଣେ ମହିଳାଆଇପିଏସ୍‌ଙ୍କୁ ପୂର୍ବତନ ଯୌନ ନିର୍ଯ୍ୟାତନା ମାମଲାରେ ଜେଲ ଦଣ୍ଡ । ରାଜେଶ ଦାସଙ୍କ ସହ ତତ୍କାଳୀନ ରେଙ୍ଗାଲପାଟୁ ଏସ୍ପିଓଙ୍କୁ ବି ଜରିମାନା କରାଯାଇଛି । ୨୦୨୧ ଫ୍ରେବୃଆରୀରେ ରାଜେଶଙ୍କ ନାଁରେ ଅଭିଯୋଗ ଆସିଥିଲା । ଏକାଠି ଯିବାବେଳେ ଗାଡି ଭିତରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଥିଲା । ମାମଲାରେ ଚୁପ ରହିବାକୁ ଭକ୍ତ ଆଇପିଏସଙ୍କ ଚାପ ପକାଇଥିଲେ ତତ୍କାଳୀନ ଏସପି । ଘଟଣା ପରେ ରାଜେଶଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ଘଟଣାକୁ ନେଇ ମାଡ୍ରାସ ହାଇକୋର୍ଟ ଗଭୀର ଚିନ୍ତାପ୍ରକଟ କରିଥିଲା । ତଦନ୍ତ ମନିଟରିଂ କରିବେ ବୋଲି ନିର୍ଦ୍ଧେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking