19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶସାହାରା ଚିଟ୍‌ଫଣ୍ଡ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ

ସାହାରା ଚିଟ୍‌ଫଣ୍ଡ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ

ନୂଆଦିଲ୍ଲୀ:ସୁପ୍ରିମକୋର୍ଟରେ ସାହାରା ଚିଟ୍‌ଫଣ୍ଡ ଠକେଇ ମାମଲାର ଶୁଣାଣି । ଜମାକାରୀଙ୍କ ଟଙ୍କା ପେରସ୍ତ ନେଇ କମିଟି ଗଠନ ନିର୍ଦ୍ଧେଶ । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କମିଟି ହେବ । ତ୍ତଗ୍ରସ୍ତ ଜମାକାରୀମାନଙ୍କୁ କିଭଳି ଟଙ୍କା ପେରସ୍ତ କରାଯିବ ସେ ନେଇ ନିସ୍ପର୍ତ୍ତି ନେବ । ଆସନ୍ତା ୨୭ ତାରିଖରେ ମାମଲାରେ ପରବର୍ତ୍ତୀ ଶୁଣାଣି ।

ସାରା ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ,ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking