28.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଉତ୍ତର କୋରିଆର ପୁଣି ବାଲେଷ୍ଟିକ୍ ମିସାଇଲ୍ ଟେଷ୍ଟ୍‌

ଉତ୍ତର କୋରିଆର ପୁଣି ବାଲେଷ୍ଟିକ୍ ମିସାଇଲ୍ ଟେଷ୍ଟ୍‌

ସିଓଲ: ଉତ୍ତର କୋରିଆ ଗୁରୁବାର ସକାଳେ ଲମ୍ବା ଦୂରତା ବିଶିଷ୍ଠ ଏକ ବାଲେଷ୍ଟିକ୍ ମିସାଇଲ୍‌ର ପରୀକ୍ଷଣ କରିଛି । ଦକ୍ଷିଣ କୋରିଆର ଜଏଣ୍ଟ୍ ଚିଫ୍ ଅଫ୍ ଷ୍ଟାଫ୍ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏକ ବାଲେଷ୍ଟିକ୍ ମିସାଇଲ୍‌କୁ କୋରିଆ ପେନିନ୍‌ସୁଲାର ପୂର୍ବ ଉପକୂଳରୁ ସମୁଦ୍ର ମଧ୍ୟକୁ ଲକ୍ଷ୍ୟକରି ଛଡ଼ା ଯାଇଛି ।

ଶେଷଥର ପାଇଁ ଫେବୃଆରୀ ୧୮ରେ ଉତ୍ତର କୋରିଆ ଲମ୍ବା ଦୂରତାର ମିସାଇଲ୍ ପରୀକ୍ଷଣ କରିଥିଲା । ଉତ୍ତର କୋରିଆ ଇତିମଧ୍ୟରେ ଏକବର୍ଷରୁ କମ୍ ସମୟରେ ଚାରିଟି ବାଲେଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିସାରିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking