ଭୁବନେଶ୍ୱର: ବାଲେଶ୍ୱରରେ ୧୦୦ରୁ ଅଧିକ ଆନ୍ଦୋଳନରତ ଡ୍ରାଇଭର ଗିରଫ । ବିଭିନ୍ନ ଛକରେ ରାସ୍ତାରୋକ କରିଥିବା ଡ୍ରାଇଭରଙ୍କୁ ଗିରଫ କଲା ପୋଲିସ । କେବଳ ସୋର ବରଫ କଳ ଛକରୁ ୪୦ଜଣ ଡ୍ରାଇଭର ଗିରଫ ।