28.1 C
Bhubaneswar
Sunday, September 29, 2024
Homeଓଡିଶାନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ଭୁବନେଶ୍ୱର: ନୂଆପଡ଼ା ତହସିଲରେ ଅଭାବନୀୟ ଘଟଣା । ନିଜ ଦେହରେ ପେଟ୍ରୋଲ ଢାଳି ନିଆ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଯୁବକ ଜଣକ ହେଉଛନ୍ତି ସଦର ବ୍ଲକ କଲ୍ୟାଣ ପୂର୍ ଗାଁ ର ଜଗଦୀଶ ଚୌହାନ । ଘଟଣାରେ ଯୁବକଙ୍କ ପୁରା ଶରୀର ଜଳି ଯାଇଛି ।ଦୀର୍ଘ ଦିନ ହେବ ନିଜର ଜମି ପରମିସନ୍ ପାଇଁ ତହସିଲ ଅଫିସ୍ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ ଜଣକ । ବର୍ତ୍ତମାନ ଯୁବକ ଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଏବଂ ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking