19.1 C
Bhubaneswar
Saturday, November 23, 2024
Homeଓଡିଶାସରକାର ଡାହାଣୀ ଗୁଣିଆ କାହାଣୀ କହୁଛନ୍ତି:ଜୟନାରାୟଣ

ସରକାର ଡାହାଣୀ ଗୁଣିଆ କାହାଣୀ କହୁଛନ୍ତି:ଜୟନାରାୟଣ

ଭୁବନେଶ୍ୱର: କୋର୍ଟଙ୍କ ରାୟ ନେଇ ବିରୋଧି ଦଳ ନେତା ଜୟନାରାୟଣ ମନ୍ତବ୍ୟ ଦେଇଛନ୍ତି । ସରକାର ଡାହାଣୀ ହୋଇ ଲାଗୁଛନ୍ତି ଏବଂ ଗୁଣିଆ ହୋଇ ଝାଡୁଛନ୍ତି । ସରକାରଙ୍କ ଦ୍ୱାରା ଘଟଣା ପୂରା ଡାହାଣୀ ଗୁଣିଆ କହାଣୀ ଲାଗୁଛି । ଷଡଯନ୍ତ୍ର ଥିବା ମୂଳରୁ କହିଛୁ, କୋର୍ଟ ରାୟ ପୂରା ସ୍ପଷ୍ଟହେଲା । ତେଣୁ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ ପାରିବ ନାହିଁ,ସିବିଆଇକୁ ଦିଆଯାଉ । କୋର୍ଟଙ୍କ ରାୟ ପରେ ଓଡିଶା ପୋଲିସ ଆଉ ତଦନ୍ତ କରିବାର ଯଥାର୍ଥତା ନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking