28.1 C
Bhubaneswar
Sunday, September 29, 2024
Homeଓଡିଶା୧୪ଟି ମନ୍ଦିର ପାଇଁ ୪କୋଟି:ଅପରାଜିତା ଷଢଙ୍ଗୀ

୧୪ଟି ମନ୍ଦିର ପାଇଁ ୪କୋଟି:ଅପରାଜିତା ଷଢଙ୍ଗୀ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ୧୪ ଟି ମନ୍ଦିର ପାଇଁ ଖର୍ଚ୍ଚ ହେବ ୪ କୋଟି । ୧୪ଟି ମନ୍ଦିର ବୁଲିବା ପରେ ସାଂସଦ ଅପରାଜିତା ଷଢଙ୍ଗୀଙ୍କ ପ୍ରତିକ୍ରିୟା । ଲିଙ୍ଗରାଜ ମନ୍ଦିର ରୋଷ ଘର ଓ ଆଉ ୨ଟି ମନ୍ଦିରର ପୁନରୁଦ୍ଧାର ହେବ । ରୋଷଖର ଓ ୨ଟି ମନ୍ଦିର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେବ ୧ କୋଟି । ଶିଶୁପାଳଗଡ ଓ ବ୍ରହ୍ମେଶ୍ୱର ମନ୍ଦିର ମରାମତି ପାଇଁ ଖର୍ଚ୍ଚ ହେବ ୨୫ଲକ୍ଷ । ଭାସ୍କେରଶ୍ୱର ପାଇଁ ୩୦ଲକ୍ଷ,ରାଜାରାଣୀ ମନ୍ଦିର ପାଇଁ ୨୦ଲକ୍ଷ । ଖଣ୍ଡଗିରି,ଉଦୟଗିରି ଗୁମ୍ପା ନବୀକରଣ ପାଇଁ ୨୫ଲକ୍ଷ ଖର୍ଚ୍ଚ ହେବ । ଶୁକସାରୀ,ସହସ୍ରଲିଙ୍ଗ,ରାମେଶ୍ୱର ମନ୍ଦିର ପାଇଁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking