29.1 C
Bhubaneswar
Sunday, September 29, 2024
Homeଓଡିଶାଭାରତକୁ ହରାଇ ୯ ୱିକେଟରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ

ଭାରତକୁ ହରାଇ ୯ ୱିକେଟରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ:ଇନ୍ଦୋର ଟେଷ୍ଟରେ ଲଜ୍ଜାଜନକ ପରାଜୟ ଭୋଗିଛି ଟିମ୍ ଇଣ୍ଡିଆ । ତୃତୀୟ ଟେଷ୍ଟର ତୃତୀୟ ଦିନରେ ହିଁ ଅଷ୍ଟ୍ରେଲିଆ ୯ ୱିକେଟରେ ଏହି ମ୍ୟାଚରେ ବିଜୟୀ ହୋଇଛି । ମାତ୍ର ୭୬ ରନର ଛୋଟ ଟାର୍ଗେଟରେ ବେଶ ସହଜରେ ହାସଲ କରି ନେଇଛି କଙ୍ଗାରୁ ଦଳ । ଆଉ ଏହାସହ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନାଥାନ ଲିୟନଙ୍କ ଘାତକ ବୋଲିଂର ସାମ୍ନା କରିପାରିନଥିଲା । ପ୍ରଥମ ଇନିଂସରେ ୫ ଓ ଦ୍ୱିତୀୟ ଇନିଂସରେ ୮ଟି ୱିକେଟ ନେଇ ଭାରତକୁ ବିପର‌୍ୟ୍ୟୟ ମୁହଁକୁ ଠେଲି ଦେଇଥିଲେ ଲିୟନ । କେବଳ ପୂଜାରାଙ୍କୁ ଛାଡିଦେଲେ ଦ୍ୱିତୀୟ ଇନିଂସରେ ଅନ୍ୟ କେହି ପ୍ରଭାବୀ ବ୍ୟାଟିଂ କରିବାରେ ସଫଳ ହୋଇନଥିଲେ ।  ଆଉ ଏହାସହ ଭାରତୀୟ ମାଟିରେ ଦୀର୍ଘ ୬ ବର୍ଷ ପରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking