28.1 C
Bhubaneswar
Sunday, September 29, 2024
Homeଓଡିଶାମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଅଭିରାମ ନନ୍ଦ

ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଅଭିରାମ ନନ୍ଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଦେବା ଆବଶ୍ୟକ ବୋଲି କହିଛନ୍ତି ପିଣ୍ଟୁ ନନ୍ଦଙ୍କ ଭାଇ । ପୁରୀ ସ୍ୱର୍ଗଦ୍ୱାରରେ ପିଣ୍ଟୁଙ୍କ ଶେଷକୃତ୍ୟ ବେଳେ ଭାଇ ଅଭିରାମ ଗଣମାଧ୍ୟମ ଆଗରେ ତାଙ୍କ ମନ୍ତବ୍ୟ ରଖିଛନ୍ତି । ରାଜ୍ୟ ସରକାର ହକି ପାଇଁ ବାହାର କଳାକାର ପିଛା କୋଟି କୋଟି ଟଙ୍କା ଖର୍ଚ୍ଚ କଲେ । ରାଜ୍ୟ ସରକାର ଚାହିଁଥିଲେ ପିଣ୍ଟୁ ନନ୍ଦଙ୍କୁ ବଞ୍ଚାଇ ପାରିଥାନ୍ତେ । ମାସେ ଧରି ଅସୁସ୍ଥ ଥିବା ଖବର ପାଇଥିଲେ ବି କିଛି ପଦକ୍ଷେପ ନେଲେନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଦେବା ଆବଶ୍ୟକ ବୋଲି କହିଛନ୍ତି ପିଣ୍ଟୁ ନନ୍ଦଙ୍କ ଭାଇ ଅଭିରାମ ନନ୍ଦ ।

ହୁ ହୁ ହୋଇ ଜଳିଗଲା ଟ୍ରକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking