33.1 C
Bhubaneswar
Sunday, September 29, 2024
Homeଓଡିଶାହୁ ହୁ ହୋଇ ଜଳିଗଲା ଟ୍ରକ

ହୁ ହୁ ହୋଇ ଜଳିଗଲା ଟ୍ରକ

ଭୁବନେଶ୍ୱର: ସ୍ଥାନୀୟ ମାଣିକେଶ୍ବରୀ ହାଇସ୍କୁଲ ଛକରେ ଠିଆ ହେଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ରେ ହଠାତ୍ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି ।ଦୁଇଟି ଅଗ୍ନିଶମ ଗାଡି ନିଆଁ କୁ ଆୟତ୍ତ କରିଥିଲେ । ଘଟଣାସ୍ଥଳର ଅନତି ଦୂରରେ ପେଟ୍ରୋଲ ଟାଙ୍କି ଥିବାରୁ ସେଠାରେ ଆତଙ୍କ ଖେଳି ଯାଇଥିଲା । ନିଆଁ ଆୟତ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆଶ୍ୱସ୍ତି ପ୍ରକାଶ କରିଥିଲେ । ନିଆଁ ରେ ଟ୍ରକ୍ ଟି ସମ୍ପୂର୍ଣ ପୋଡି ଯାଇଥିଲେ ବି ଅନ୍ୟ କିଛି କ୍ଷୟ କ୍ଷତି ହୋଇନାହିଁ ।

ଓଡିଶାରେ ଏବେ ପୋଲିସ ସବୁ କଥାକୁ ଚାପି ଦେଉଛି: ଜୟନାରାୟଣ ମିଶ୍ର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking