ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ରେ କଳା ପଥର ମାଫିଆ ରାଜ କେବେ ଶେଷ ହେବ ତାହା ପ୍ରଶ୍ନ ବାଚି ସୃଷ୍ଟି କରିଛି କିଛି ଦିନ ଧରି ଵେ ନିୟମ ପଥପଥର ଖନନ ବନ୍ଦ ଥିଲା ଏବେ ପଥର ମାଫିଆ ମାନେ ସରକାରୀ ନିୟମ ଉଲଂଘନ କରି ସେମାନ ରାଜ ଚଳାଇ ପାହାଡ଼ କୁ ଫଟାଇ ପଥର ଲୁଟ କରିଚାଲିଛନ୍ତି ବିଶେଷ କରି ବିଚାଖଣ୍ଡି ମୌଜାରଥିବା ପାହାଡ଼ ମାଫିଆ ମାନେ ନିର୍ଭୟ ରେ ପଥର ଲୁଟୁ କରୁଛନ୍ତି ପ୍ରଶାସନ ଚୂପ ହୋଇ ବସିଛି l
ଜିଲ୍ଲା ପ୍ରଶାସନ କଟକଣା ବଳ ବର୍ତ୍ତର ଥିବା ସ୍ୱତେ କିଛି ଫଳ ନାହିଁ l ମାଫିଆ ମାନେ ଏକ ରାଜନୀତି ଦଳ ର ସମ୍ପୃକ୍ତ ଥିବା ରୁ ପଥର ମାଫିଆ ମାନଙ୍କୁ ସବୁ ମାଫ୍ ଏହି ଜିଲ୍ଲାର ଧର୍ମଶାଳା ତହସିଲ ରେ ମାଫିଆ ମାନେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି କରୁଛନ୍ତି ସରକାର ଙ୍କ ରାଜସ୍ୱ ହାନି ଘଟୁଛି କିନ୍ତୁ ପ୍ରସନିକ କଳ ହାତ ବାନ୍ଧି ବସିଛି ତାହା ପ୍ରଶ୍ନ ବାଚୀ ରେ ରହି ଯାଉଛି l
ଲିଜ ନଥିବl ଖଣି ମାନଙ୍କରୁ ଲୁଟ ହେଉଛି କଳା ପଥର l ନାମକୁ ମାତ୍ର ଧର୍ମଶାଳା ତହସିଲ କେତେ ଗୋଟି ଖାଦାନ ଲିଜ ଦେଇ ରାଜସ୍ବ ଆଦାୟ କରୁଛନ୍ତି l ମେସିନ ସାହାଯ୍ୟରେ ଖାଦାନ ରେ ପଥର ମାଫିଆ ମାନେ ପଥର ଖନନ କରି ଭାରି ଯାନ ସାହାର୍ଯ୍ୟ ରେ ପାହାଡ଼ କୁ ଲୁଟି କରି ବିଭିନ୍ନ ସ୍ଥାନ କୁ ଚାଲାଣ କରୁଛନ୍ତି ପ୍ରଶାସନ କଣ କରୁ ଛି ବୋଲି ଲୋକ ମାନଙ୍କ ମାନ ରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି l
ମାଫିଆ ମାନେ କାହା ବlହୁ ଛାୟା ତଳେ ରହି ସରକାର ଙ୍କ ରାଜସ୍ୱ କୁ କୋଟି କୋଟି ଟଙ୍କା ର ହାନି କରି ନିଜେ କୋଟି ପତି ହେଉଛନ୍ତି l ସମ୍ପୂର୍ଣ ଅଞ୍ଚଳ ରେ ଚାଷ ଜମି ନଷ୍ଟ ସଙ୍ଗ କୁ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି ସରକାର ଙ୍କ ଲଘୁଖଣିଜ ଜାତ ଆଇନ କେବେ କାର୍ଯ୍ୟ କାରି ହେବ ମାଫିଆ ମାନଙ୍କ ବିରୋଧ ରେ କାର୍ଯନୁଷ୍ଠାନ ହେବ ତାହା ସମୟ କହିବ l