ନୂଆଦିଲ୍ଲୀ : ଭାରତୀୟ ନୌସେନା ପଞ୍ଚମ କଳାବରୀ ଶ୍ରେଣୀର ବୁଡ଼ାଜାହାଜ ‘ବାଗିର’କୁ ଆଜି ସାମିଲ କରିବାକୁ ଯାଉଛି। ଫ୍ରାନ୍ସ ସ୍ଥିତ ଏମଏସ ନାଭାଲ ଗ୍ରୁପ୍ ସହଯୋଗରେ ମୁମ୍ବାଇର ମାଜାଗନ୍ ଡକ୍ ସିପ୍ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ଭାରତରେ ନିର୍ମିତ ଏହି ଅତ୍ୟାଧୁନିକ ବୁଡ଼ାଜାହାଜକୁ ନୌସେନା ଆଡମିରାଲ୍ ଆର ହରି.କୁମାର ନୌସେନାରେ ସାମିଲ କରିବା ପ୍ରକ୍ରିୟାର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି।
ବିନାଶ ଆଡକୁ ଗତି କରୁଛି ଚାଇନା ! ମାତ୍ର ଏକ ସପ୍ତାହରେ କରୋନା ନେଲା ୧୩ ହଜାର ମୁଣ୍ଡ