ବ୍ୟୁରୋ: ଅଧୁନିକୀକରଣ ନାଁରେ ପରମାଣୁ କାର୍ୟ୍ୟକ୍ରମ ବଢାଉଛି ଚୀନ୍ । ୨୦୩୫ ସୁଦ୍ଧା ପରମାଣୁ ଅସ୍ତ୍ର ସଂଖ୍ୟା ୧୫ ଶହକୁ ବୃଦ୍ଧି ଯୋଜନା । ଚୀନ୍ ପାଖରେ ୪ ଶହ ପରମାଣୁ ଅସ୍ତ୍ର ଥିଲେ ବି ଏହାକୁ ବୃଦ୍ଧି ଲକ୍ଷ । ଆସନ୍ତା ଦଶନ୍ଧିକୁ ଟାର୍ଗେଟ କରି ଯୋଜନା କରୁଥିବା ପେଣ୍ଟାଗନ୍ର ରିପୋର୍ଟ ।