28.1 C
Bhubaneswar
Sunday, September 29, 2024
Homeଅପରାଧଅଶାନ୍ତ ଭୁବନେଶ୍ୱର: ଫଳ ଦୋକାନୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

ଅଶାନ୍ତ ଭୁବନେଶ୍ୱର: ଫଳ ଦୋକାନୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପାର୍ବଣ ଋତୁ ଆଉ କିଛି ଦିନ ରହିଥିବା ବେଳେ ଅଶାନ୍ତ ହୋଇପଡିଛି ଭୁବନେଶ୍ୱର । କଥା କଥାକେ ଚାଲିଛି ହଣାମରା । ଗତ କିଛି ଦିନ ତଳେ ୟୁନିଟ ୮ ର ବସ୍ତିରେ ଆକ୍ରମଣ କରି ଜଣକୁ ହତ୍ୟା କରାଯାଇଥିଲା । ମଙ୍ଗଳବାର ଭରତପୁର ଥାନା ଅଧିନ ବିଚ୍ ରାସ୍ତାରେ ବୁଲିଛି ଖଣ୍ଡା । ଫଳ ଦୋକାନୀଙ୍କୁ ଗୋଡାଇ ଗୋଡାଇ ଦୁର୍ବୃତ୍ତ ହାଣିଛନ୍ତି । ଆକ୍ରମଣରେ ଫଳ ଦୋକାନୀ ଗୁରୁତର ହୋଇଛି ।

ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ଭରତପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ତେବେ ଆକ୍ରମଣର କାରଣ ଜଣାପଡ଼ି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking