29.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶ୭୫ ବର୍ଷ ବୃଦ୍ଧଙ୍କୁ ୨୦ ବର୍ଷ ଜେଲ !

୭୫ ବର୍ଷ ବୃଦ୍ଧଙ୍କୁ ୨୦ ବର୍ଷ ଜେଲ !

ନୂଆଦିଲ୍ଲୀ : ଅପହରଣ ଓ ଦୁଷ୍କର୍ମ ମାମଲାରେ ୭୫ ବର୍ଷ ବୃଦ୍ଧଙ୍କୁ ୨୦ ବର୍ଷ ଜେଲ ଦଣ୍ଡ । ବୃଦ୍ଧ ଅନୱର ବାସାକୁ ତାମିଲନାଡୁ ଭେଲୋର ପକ୍ସୋ କୋର୍ଟଙ୍କ ଦଣ୍ଡା ଦେଶ । ଗାଁରେ ବୁଲି ବାସନ ବିକୁଥିବା ଅନୱର ନାଁରେ ସଂଗୀନ ଅଭିଯୋଗ ଥିଲା । ଜଣେ ୧୩ ବର୍ଷର ନାବାଳିକାକୁ ଚକୋଲେଟ ଦେବା ନାଁରେ ଦୁଷ୍କର୍ମ କରିଥିଲା । ବାରମ୍ବାର ଦୁଷ୍କର୍ମ ପରେ ନାବାଳିକା ଗର୍ଭବତୀ ହେବାରୁ ଅନୱ୍ୱର ଖସି ଯାଇଥିଲା । ପରେ ନାବାଳିକାଟି ଏକ ପୁତ୍ର ସନ୍ତାନ ଜନ୍ମ ଦେବାରୁ ଥାନାରେ ଏତଲା ହୋଇଥିଲା ।

ଦେଶର ଏପରି ଏକ ଗାଁ, ଯେଉଁଠାରେ ଗତ ୩୯ ବର୍ଷ ଧରି ହୋଇନାହିଁ କୌଣସି ଅପରାଧ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking