28.1 C
Bhubaneswar
Sunday, September 29, 2024
Homeଓଡିଶାଯୁବକର ଉନ୍ମୁତ୍ତ କାଣ୍ଡ: ଜଣେ ମୃତ

ଯୁବକର ଉନ୍ମୁତ୍ତ କାଣ୍ଡ: ଜଣେ ମୃତ

ସାଲେପୁର : ଯୁବକଙ୍କ ମରଣାନ୍ତକ ଆକ୍ରମଣରେ ଜଣେ ମୃତ । ୩ ଜଣ ଗୁରୁତର ହୋଇଛନ୍ତି । ମାହାଙ୍ଗା ଥାନା ପୋଡାମରେଇ ସିନ୍ଧୁପୁର ଛକରେ ଯୁବକର ଉନ୍ମୁତ୍ତ କାଣ୍ଡ । ରାତିରେ ଭସାଣି ଦେଖି ଫେରିବା ବେଳେ ୪ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ । ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଅନ୍ୟ ୩ ଯୁବକ ଚିକିତ୍ସାଧୀନ । ଆକ୍ରମଣକାରୀ ଙ୍କୁ ଗିରଫ କରିଛି ପୋଲିସ । ଆକ୍ରମଣକାରୀ ମାନସିକ ବିକୃତ ଥିବା ପୋଲିସର ସୂଚନା ।

ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking