ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲାରେ କାଲି ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନିର୍ଦ୍ଦେଶ । ସ୍କୁଲ ବନ୍ଦ କରିବାକୁ ସବୁ ବିଇଓ ମାନଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ପାଣି ପଶିଥିବା ବା ପଶିବା ସମ୍ଭାବନା ଥିବା ସ୍କୁଲ କୁ ବନ୍ଦ ନିର୍ଦ୍ଦେଶ । ସ୍କୁଲର ମୂଲ୍ୟବାନ ସମଗ୍ରୀକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ।
ନୟାଗଡ ଜିଲ୍ଲାର ୩ ଟି ବ୍ଲକରେ ୩୨ ଟି ସ୍କୁଲ ୨ ଦିନ ବନ୍ଦ ନିର୍ଦ୍ଦେଶ । ଆଜି ଓ କାଲି ବନ୍ଦ ରଖିବାକୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ । ଗଣିଆରେ ୧୧ , ଖଣ୍ଡପଡାରେ ୨ ଓ ଭାପୁର ରେ ୧୨ ଟି ସ୍କୁଲ ବନ୍ଦ ନିର୍ଦ୍ଦେଶ । ମାତ୍ର ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟତ୍ରୀ ଉପସ୍ଥିତ ରହିବେ ।