20.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଜନସଚେତନତା ପାଇଁ ବିଚାରପତିଙ୍କ ନିର୍ଦ୍ଦେଶ: ଇଜିପ୍ଟରେ ଫାଶୀଦଣ୍ଡର ସିଧା ପ୍ରସାରଣ!

ଜନସଚେତନତା ପାଇଁ ବିଚାରପତିଙ୍କ ନିର୍ଦ୍ଦେଶ: ଇଜିପ୍ଟରେ ଫାଶୀଦଣ୍ଡର ସିଧା ପ୍ରସାରଣ!

କାଏରୋ : ଜଣେ ମହିଳାଙ୍କୁ ଛୁରିଭୁଶି ହତ୍ୟା କରିଥିବା ଅଭିଯୋଗରେ ଇଜିପ୍ଟର ଏକ ଅଦାଲତ ୨୧ ବର୍ଷୀୟ ଯୁବକ ମହମ୍ମଦ ଆଦେଲଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଫାଶୀର ତାରିଖ ଚୂଡାନ୍ତ ହୋଇନଥିବାବେଳେ ସବୁ ଟିଭି ଚ୍ୟାନେଲରେ ଏହି ଏହାର ସିଧା ପ୍ରସାରଣ କରିବାକୁ ମଧ୍ୟ ବିଚାରପତି ପାର୍ଲାମେଣ୍ଟକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ନାୟେରା ଅସ୍ରଫ୍ ନାମ୍ନୀ ଜଣେ ଯୁବତୀ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାପରେ ମହମ୍ମଦ ଚଳିତବର୍ଷ ଜୁନରେ ତାଙ୍କୁ ମାନ୍‌ସୌରା ୟୁନିଭର୍ସିଟି ପରିସରରେ ଛୁରିଭୁଶି ହତ୍ୟା କରିଥିଲେ । ଜୁନ୍ ୨୮ରେ ତାଙ୍କୁ ଫାଶୀ ଦଣ୍ଡାଦେଶ ମିଳିଥିଲା । ଫାଶୀର ସିଧା ପ୍ରସାରଣ କରାଯିବା ଦ୍ୱାରା ଅନ୍ୟ କୌଣସି ବ୍ୟକ୍ତି ଏଭଳି ଅପରାଧ ଘଟାଇବାକୁ ଚିନ୍ତା କରିବେ ନାହିଁ ବୋଲି ବିଚାରପତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking