20.1 C
Bhubaneswar
Saturday, November 23, 2024
Homeକରୋନାୟୁକେକୁ ଭାରତର ପାଲଟା ଜବାବ

ୟୁକେକୁ ଭାରତର ପାଲଟା ଜବାବ

ନୂଆଦିଲ୍ଲୀ: ୟୁକେ ବିରୋଧରେ ଭାରତ କଡା ଆଭିମୁଖ୍ୟ ପୋଷଣ କରିଛି । ୟୁକେରୁ ଆସୁଥିବା ସମସ୍ତଙ୍କ ପାଇଁ ୧୦ ଦିନ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି । ଭାରତର କୋଭିଡ ସାର୍ଟିଫିକେଟକୁ ୟୁକେ ମାନୁନଥିବାରୁ ପଦକ୍ଷେପ ନେଇଛି ଭାରତ । ୧୦ ଦିନିଆ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରି ୟୁକେକୁ ପାଲଟା ଜବାବ ଦେଇଛି ଭାରତ । ଆସନ୍ତା ୪ରୁ ନିୟମ ଲାଗୁ କରିବା ନେଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking