ଯାଜପୁର : ବୁଧବାର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଶାଖା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ନେତୃତ ରେ ୯ ଦଫା ଦାବି କରି ଯାଜପୁର ରୋଡ ଶ୍ରମଆଯୀଉକ୍ତ କାର୍ଯ୍ୟାଳୟ ରେ ଗଣ ଅନଶନ ଦିଆଯାଇଛି । ଶ୍ରମ କାର୍ଯ୍ୟାଳୟ ର ଅବବ୍ୟବସ୍ତା ପଦାଧିକାରୀ ଓ କର୍ମଚାରୀ ଘୋର ଅଭାବ ଯୋଗୁ ଶ୍ରମ କାର୍ଯ୍ୟାଳୟ ରେ ଶ୍ରମିକ ମାନଙ୍କ ଉଦ୍ଧିଷ୍ଟ ଯୋଜନା କାର୍ଯ୍ୟକାରୀ ହୋଇପାରୁଣାହୀନ ଶ୍ରମିକ ମାନଙ୍କର ଛଟେଇ ଠାରୁ ବିଭିନ୍ନ ସମସ୍ୟା ପଦଧିକାରୀ ଓ କର୍ମଚାରୀ ନଥିବାରୁ କାର୍ଯ୍ୟ ହୋଇପାରୁ ନାହିଁ। ଶ୍ରମିକ ମାନେ ଶ୍ରମ କାର୍ଯ୍ୟାଳୟ ରେ ଆସି ଫେରୁ ଛନ୍ତି । ନିର୍ମାଣ ଶ୍ରମିକ ମାନଙ୍କ ଯୋଜନା ଦିଗହରା ହୋଇ ପଡିଛି ଏ ସମ୍ପର୍କରେ INTUC ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ରେ ପଦବୀ ପୂରଣ ଓ ଯୋଜନା ଗୁଡିକ କାର୍ଯ୍ୟ କରିବା ପାଇଁ ବହୁବାର ଧାରଣ ଦିଆଯାଇଛି । ଶ୍ରମ କତ୍ରୁପାକ୍ଷ ଦାବି ଗୋଡିକ ଯଥା – ଖୁବ ଶୀଘ୍ର ଆସୁ ସମାଧାନ ଦେଇ ଆନ୍ଦୋଳନ କୁ ପ୍ରଶମିତ କରାଯାଇଛି କିନ୍ତୁ ଶ୍ରମ କାର୍ଯ୍ୟାଳୟ ଏକ ପ୍ରକାର ଅଚଳ ଅବସ୍ତା ରେ ପଡି ରହିଛି । କଳିଙ୍ଗ ନଗର ଶିଳ୍ପାଞ୍ଚଳ ର ବହୁ ସମସ୍ୟା ଦୂର ହୋଇପାରୁନାହିଁ ବହୁ ଶ୍ରମକ ଙ୍କ ପ୍ରାପ୍ୟ ଦୂର ହୋଇପାରୁନହୀନ ।
ଶ୍ରମ ଅଦାଲତରେ ଅଭିଯୋଗ କରି ପଞ୍ଜୀକୃତ କରିଥିଲେ ମଧ୍ୟ ସମାନଙ୍କ ସମସ୍ୟା ବିଚାର ନ ହୋଇ ପଡିରହିଛି । ଦାବି ଗୁଡିକ ହେଲା ମଣ୍ଡଳ, ସମାଯୁକ୍ତ ଜିଲ୍ଲା ଶ୍ରମ ଅଧିକାରୀ , ବରିଷ୍ଠ କିରାଣୀ , ଷ୍ଟେନୋ ଗ୍ରାଫର ତୁରନ୍ତ ନିଯୁକ୍ତି କରିବା କଳ କାରଖାନରେ ଦରମା ନପାଇ ଅନ୍ୟାୟ ଭାବେ ଛଟେଇ ହୋଇଥିବା ଶ୍ରମିକ ମାନଙ୍କ ପାଇଁ ସ୍ବତନ୍ତ ବିଭାଗ ଖୋଲିବା । କଳା ତାଲିକାଭୁକ୍ତ ଠିକାଦାର ଙ୍କ ଲାଇକେଙ୍କେ ରଦ୍ଦ କରିବା , ବର୍ଷ ବର୍ଷ ଧରି ପଡି ରହିଥିବା ଶ୍ରମ ବିବାଦୀୟ ଅଭିଯୋଗ ଗୁଡିକୁ ତୁରନ୍ତ ଶ୍ରମ ଅଦାଲତ କୁ ପଠାଇବା ଯୋଗ୍ୟ ନିର୍ମାଣ ଶ୍ରମିକ ମାନଙ୍କଙ୍କୁ ଅବିଳମ୍ଭେ ନାମ ପଞ୍ଜୀକୃତ କରିବା , ପ୍ରଭୁତି ୯ ଦଫା ଦାବି କରି ଗଣ ଦିଆଯାଇଛି । ଏହି ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଅନିଦ୍ଦିର୍ଷ୍ଠ କାଳ ପର୍ଯ୍ୟନ୍ତ ଅନଶନ ଚାଲିରହିବ ବୋଲି ona ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଏହି ଗଣ ଧାରଣ ରେ ପରମାନନ୍ଦ ଶେଠୀ , ମାଧବ ମୋହାପାତ୍ର , ବିଜଯ ବୋଇତେଇ , ଦଶରଥ ପରିଡା , ମୁସ୍ତକ ଅଲି ଖାନ । ଏ ସମ୍ପର୍କ ରେ ଶ୍ରମ ଶାସନ ସଚିବ , ୫ ଟି ସଚିବ , ଅଧକ୍ଷ କୋଠା ବାଡି ଅନ୍ୟାନ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଓ ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲା ପାଳ , ଏସଏସପି , ଯାଜପୁର ଅବଗତ କରାଯାଇଛି । ଆଇନ ଶ୍ରୁଙ୍ଖଳା ପାଇଁ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି । ଶ୍ରମ କାର୍ଯ୍ୟାଳୟ ରେ ପଦାଧିକାରୀ ନାହିନତି ୫ ଟି କାର୍ଯ୍ୟ କିପରି କ୍ରିୟାନିତ ହେବ ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।