୯ ଆତଙ୍କବାଦୀ ସଫା

ପଞ୍ଜାବ : ପାକିସ୍ତାନ ଏୟାର ବେସରେ ଆତଙ୍କବାଦୀ ହମଲା । ପଞ୍ଜାବର ମିଆଁୱାଲି ବାୟୁ ସେନା କ୍ୟାମ୍ପରେ ଆକ୍ରମଣ । ୩ ଲଢୁଆ ବିମାନ ଜାଳିଦଲେ ବନ୍ଧୁକଧାରୀ ଆତଙ୍କବାଦୀ । ପାକିସ୍ତାନ ସେନାର ପଲଟା ଜବାବରେ ୯ ଆତଙ୍କବାଦୀ ସଫା । ୯ ଆତଙ୍କବାଦୀଙ୍କ ମୃତୁ୍ୟ ସହ ସରିଲା ପାକିସ୍ତାନ ଆର୍ମିର ଅପରେସନ୍ । ଆଜିଠୁ ବାଲିଯାତ୍ରା ପ୍ଲଟ ରେଜିଷ୍ଟ୍ରେସନ ଆରମ୍ଭ ,୧୦ ଯାଏ ଚାଲିବ ପଞ୍ଜିକରଣ