୮୪୮ ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ : ପ୍ରତାପ ଦେବ

ଭୁବନେଶ୍ୱର : ରାଜ୍ୟରେ ୮୪୮ ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛ । ଏହା ଦ୍ୱାରା ୯ ଲକ୍ଷ ୧୪ ହଜାର ୮୯୫ ନିଯୁକ୍ତି ସୃଷ୍ଟି ହେବ । ଗୃହରେ ସୂଚନା ଦେଲେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ୨୧ ଲକ୍ଷ ୭୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇସାରିଛି । ୧୪୨ ଛାତ୍ରୀଙ୍କୁ ଯୌନ ନିର୍ଯାତନା, ପ୍ରିନ୍ସିପାଲ ଗିରଫ