27.1 C
Bhubaneswar
Friday, March 29, 2024
Homeଓଡିଶାମୁକ୍ତ ହେବେ ୮ କଏଦୀ

ମୁକ୍ତ ହେବେ ୮ କଏଦୀ

ଭୁବନେଶ୍ୱର: ରାଜ୍ୟରେ ବିିଭିନ୍ନ ଜେଲରୁ ମୁକ୍ତ ହେବେ ୮ ଆଜୀବନ ସଜାପ୍ରାପ୍ତ କଏଦୀ । ରାଜ୍ୟସ୍ତରୀୟ ଦଣ୍ଡ ତର୍ଜମା ବୋର୍ଡର ନିଷ୍ପତ୍ତି ଅନୁସାରେ ମୁକୁଳିବେ । ୧୧ ଜଣ କଏଦୀଙ୍କ ନାଁ,୮ଜଣଙ୍କ ଯାଇଥିଲା ନାଁକୁ କମିଟିରମଞ୍ଜୁରୀ । ରାଉଳକେଲା,ବଲାଙ୍ଗୀର,କୋରାପୁଟ,ଜମୂଝରୀ ଜେଲରୁ ମୁକୁଳିବେ ।

ତାଣ୍ଡବ ରଚିଲା କାଳବୈଶାଖୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking