31.1 C
Bhubaneswar
Tuesday, April 23, 2024
Homeଓଡିଶାଆଠ ଦିନ ବନ୍ଦ ରହିବ ବ୍ୟାଙ୍କ

ଆଠ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରେ ବ୍ୟାଙ୍କ ୮ଦିନ ବନ୍ଦ ରହିବ । ମାର୍ଚ୍ଚ ୮ତାରିଖ ରବିବାର ,୯ ଏବଂ ୧୦ ତାରିଖ ଦୋଳପୂର୍ଣ୍ଣିମା , ହୋଲି ନିମନ୍ତେ ବନ୍ଦ ରହିବ । ସେହିପରି ୧୧ତାରିଖରୁ ତିନି ଦିନିଆ ବ୍ୟାଙ୍କ କର୍ମଚାରୀ ଧର୍ମଘଟ ଡାକରା ଦେଇଛନ୍ତି । ମାର୍ଚ୍ଚ ୧୪ ଦ୍ୱିତୀୟ ଶନିବାର ପଡୁଥିବାରୁ ଛୁଟି ଏବଂ ୧୫ ତାରିଖ ରବିବାର ପାଇଁ ଛୁଟି ହୋଇଛି । ଏବେଠାରୁ ଯେକୌଣସି ବ୍ୟାଙ୍କ କାର୍ଯ୍ୟ ରହିଛି ସେଗୁଡିକୁ ତୁରନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
https://onakhabar.com/2020/02/29/nirbhaya-case-10/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking