28.1 C
Bhubaneswar
Saturday, April 20, 2024
Homeଓଡିଶା'ୟାସ'ରେ ୭୫୦ ଶିଶୁଙ୍କ ଜନ୍ମ

‘ୟାସ’ରେ ୭୫୦ ଶିଶୁଙ୍କ ଜନ୍ମ

ଭୁବନେଶ୍ୱର: ୟାସ ସମୟରେ ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ ୭୫୦ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି । ପ୍ରଭାବିତ ଜିଲ୍ଲାର ୪୫୫୫ ଗର୍ଭବତୀଙ୍କୁ ଆଗୁଆ ମେଡିକାଲ ନିଆଯାଇଥିଲା । ୨୪ ତାରିଖରେ ୨୧୦୭ ଆସନ୍ନ ପ୍ରସବା ବି ମେଡିକାଲରେ ଭର୍ତ୍ତି ହୋଇଥିଲେ । ୨୫ ଓ ୨୬ରେ ପ୍ରତିକୂଳ ପାଗରେ ୭୫୦ ଶିଶୁ ଜନ୍ମ ନେଲେ ।
ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା କ୍ଷୟକ୍ଷତି ସଂପର୍କରେ ସମୀକ୍ଷା ପାଇଁ ସେ ଓଡିଶା ଆସିବେ । ପ୍ରଥମେ ଭୁବନେଶ୍ୱରରେ ପହଂଚି ସମୀକ୍ଷା କରିବେ । ପରେ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଆକାଶ ମାର୍ଗରୁ ବୁଲି ଦେଖିବେ । କ୍ଷତିଗ୍ରସ୍ତ ବାଲେଶ୍ୱର, ଭଦ୍ରକ ଅଂଚଳକୁ ଆକାଶ ମାର୍ଗରୁ ଦେଖିବେ । ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଅଂଚଳ ମଧ୍ୟ ବୁଲି ଦେଖିବେ । ପରେ ପଶ୍ଚିମବଙ୍ଗରେ ମଧ୍ୟ ସମୀକ୍ଷା ବୈଠକରେ ଯୋଗଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking