27.8 C
Bhubaneswar
Friday, April 19, 2024
Homeଓଡିଶାଆଉ ୭୨ କରୋନା ରୋଗୀ ସୁସ୍ଥ

ଆଉ ୭୨ କରୋନା ରୋଗୀ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୭୨ କରୋନା ରୋଗୀ  ।  ସେମାନଙ୍କ ମଧ୍ଯରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୭ ଜଣ ସୁସ୍ଥ ହୋଇଥିବା ବେଳେ ସୋନପୁରରୁ ୯ ଜଣ, ବଲାଙ୍ଗୀରରୁ ୭ ଜଣ, ଜଗତସିଂହପୁରରୁ ୬ ଜଣ ସୁସ୍ଥ ହୋଇଛନ୍ତି  ।  ସେହିଭଳି କଟକ, କଳାହାଣ୍ଡି ଓ ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ ଲେଖାଏ ସୁସ୍ଥ ହୋଇଥିବା ବେଳେ ବାଲେଶ୍ବର, ମୟୁରଭଞ୍ଜ ଜିଲ୍ଲାରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି  ।  ଅନ୍ୟପଟେ ଖୋର୍ଦ୍ଧା , କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି  ।  ସେହିଭଳି ଝାରସୁଗୁଡାରୁ ଜଣେ କରୋନା ରୋଗୀ ସୁସ୍ଥ ହୋଇଛନ୍ତି  ।  ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ ୨୩୫୪ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  ।

https://onakhabar.com/2020/06/11/136-corona-positive-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking