27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପ୍ରଧାନମନ୍ତ୍ରୀ ଙ୍କ ୭୦ତମ ଜନ୍ମଦିନ ପାଳିତ

ପ୍ରଧାନମନ୍ତ୍ରୀ ଙ୍କ ୭୦ତମ ଜନ୍ମଦିନ ପାଳିତ

ଯାଜପୁର: ଯାଜପୁର ବ୍ୟାସନଗର ମୁନିସିପାଲିଟି ରେ ବିଜେପି ପକ୍ଷରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ୭୦ତମ ଜନ୍ମଦିନ ପାଳିତ ହୋଇଛି । ଶ୍ରୀ ମୋଦିଜୀ ଙ୍କ ଶୁଭ କାମନା କରି ୧୦୮ ଦୀପ ପ୍ରଜ୍ୱଳନ କରାଯାଇଥିଲା, ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା ବରିଷ୍ଠ ବିଜେପି ନେତା ନିତ୍ୟାନନ୍ଦ ମହାଳିକ ବାବୁଲି ସାମଲ ବହୁ ବିଜେପି ନେତ୍ରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking