ଦୁଷ୍କର୍ମୀଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ
ବାଲେଶ୍ୱର: ଦୁଷ୍କର୍ମୀଙ୍କୁ ୭ବର୍ଷ ଜେଲ ଦଣ୍ଡ ଦେଲେ ପକ୍ସୋ କୋର୍ଟ । ୨୦୧୩ ବସ୍ତା ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ମାମଲାରେ ରାୟ ଦିଆଯାଇଛି । ୨ ହଜାର ଜରିମାନା ସହ ଦେଢ ଏକ୍ଷ ଟଙ୍କା କ୍ଷତିପୂରଣ ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଜନ୍ମମାଟିର ବିକାଶ ପାଇଁ କିଛି କରିନାହାନ୍ତି ଧର୍ମେନ୍ଦ୍ର: ବିଜେଡି
Copy and paste this URL into your WordPress site to embed
Copy and paste this code into your site to embed