37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଭୟଙ୍କର ସଡ଼କ ଦୁର୍ଘଟଣା, ଜଣେ ମହିଳାଙ୍କ ସମେତ ଚାଲିଗଲା ୭ ଜୀବନ

ଭୟଙ୍କର ସଡ଼କ ଦୁର୍ଘଟଣା, ଜଣେ ମହିଳାଙ୍କ ସମେତ ଚାଲିଗଲା ୭ ଜୀବନ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା। ଜଣେ ମହିଳାଙ୍କ ସମେତ ଚାଲିଗଲା ୭ ଯାତ୍ରୀଙ୍କ ଜୀବନ। ଏକ ବସ୍‌ ଓ କଣ୍ଟେନର ମଧ୍ୟରେ ଦୁର୍ଘଟଣା। ଦୁର୍ଘଟଣାରେ ୭ଜଣ ପ୍ରାଣ ହରାଇଥିବାବେଳେ ୧୩ଜଣ ଗୁରୁତର ଆହତ ହୋଇଛନ୍ତି । ମଧ୍ୟପ୍ରଦେଶ ଭିଣ୍ଡ ନିକଟ ଭିଖାଦି ଗାଁରେ ଘଟିଛି ଦୁର୍ଘଟଣା । ବସଟି ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ କଣ୍ଟେନର ଏହାକୁ ଧକ୍କା ଦେଇଥିଲା। ଗୁରୁତରଙ୍କ ମଧ୍ୟରେ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କୁ ଗ୍ଵାଲିୟରରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଚାଲିଥିବା ଭିଣ୍ଡ୍‌ ଏସପି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking