28.1 C
Bhubaneswar
Friday, March 29, 2024
Homeଅପରାଧଉତ୍ତରପ୍ରଦେଶ: ଫ୍ୟାକ୍ଟ୍ରୀରେ ଗ୍ୟାସ୍ ଲିକ୍, ୭ ମୃତ

ଉତ୍ତରପ୍ରଦେଶ: ଫ୍ୟାକ୍ଟ୍ରୀରେ ଗ୍ୟାସ୍ ଲିକ୍, ୭ ମୃତ

ଉତ୍ତରପ୍ରଦେଶ : ଫ୍ୟାକ୍ଟ୍ରୀରେ ଗ୍ୟାସ୍ ଲିକ୍ ହୋଇ ୭ ଜଣଙ୍କ ମୃତୁ ଘଟିଛି | ଘଟଣାଟି ଘଟିଛି ଉତ୍ତରପ୍ରଦେଶର ସୀତାପୁରରେ ଏକ ଫ୍ୟାକ୍ଟ୍ରୀରେ | ଫ୍ୟାକ୍ଟ୍ରୀରେ ଗ୍ୟାସ ଲିକ୍ ହେବା କାରଣରୁ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗ୍ୟାସ୍ ଲିକ୍ ହେବା ପରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ କରିଛନ୍ତି।
ଆଜି ସକାଳ ୮ଟାରେ ସୀତାପୁର କୋତବାଲି ଅଞ୍ଚଳରେ ଜଲାଲପୁରର ଏକ ଫ୍ୟାକ୍ଟ୍ରୀରେ ଗ୍ୟାସ୍ ଲିକ୍ ହୋଇଥିଲା। ଫଳରେ ଫ୍ୟାକ୍ଟ୍ରୀରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ୭ ଜଣ ଶ୍ଵାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ତେବେ ମୃତକଙ୍କ ମଧ୍ୟରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking