30.1 C
Bhubaneswar
Wednesday, April 24, 2024
Homeକରୋନାଚଣ୍ଡିଗଡରେ ୭ ଦିନ  ଲକ ଡାଉନ

ଚଣ୍ଡିଗଡରେ ୭ ଦିନ  ଲକ ଡାଉନ

ଚଣ୍ଡିଗଡ: ଦୃତଗତିରେ ବଢୁଥିବା କରୋନା ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ହରିୟାଣା ଓ ପଂଜାବ ପରେ ଏବେ ଚଣ୍ଡୀଗଡରେ ବି ୭ ଦିନ ସଂପୂଣ୍‌ର୍ଣ ଲକଡାଉନ ନେଇ ଘୋଷଣା ହୋଇଛି । ସୋମବାର ପ୍ରଶାସକ ବିପି ସିଂହ ବଦନୈର ପଂଜାବ ରାଜଭବନରେ ଅନୁଷ୍ଠିତ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜାରି ହୋଇଥିବା ନୂଆ ଆଦେଶ ଅନୁସାରେ, ଚଣ୍ଡିଗଡରେ ସମସ୍ତ ସରକାରୀ ବ୍ୟାଙ୍କ ଓ ଅଫିସ ୫୦ ପ୍ରତିଶତ କ୍ଷମତା କରିବେ । ଏହାବ୍ୟତୀତ ସମସ୍ତ ଘରୋଇ ଅଫିସ କର୍ମଚାରୀମାନେ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି । ନନିୟମ ଅନୁସାରେ, ଲକଡାଉନରେ ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ହେବ ନାହିଁ । ସବୁ ବସ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ତେବେ ସିନେମା ହଲ୍‌, ଜିମ୍‌, ସ୍ପା, ବାର୍‌, ସ୍ୱିଇମିଂ ପୁଲ ଓ କୋଚିଂସେଣ୍ଟରଉପରେ ପ୍ରତିବନ୍ଧକ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking