34.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗସଂଗରୋଧ କେନ୍ଦ୍ରରେ ୬ବର୍ଷର ଶିଶୁ ମୃତ

ସଂଗରୋଧ କେନ୍ଦ୍ରରେ ୬ବର୍ଷର ଶିଶୁ ମୃତ

ନୂଆପଡ଼ା : ସଂଗରୋଧ କେନ୍ଦ୍ରରେ ୬ବର୍ଷର ଶିଶୁ ମୃତ । ଏଭଳି ଅଭାବନୀୟ ଘଟଣା ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଚଲାନପଡ଼ା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଘଟିଛି । କିନ୍ତୁ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ସେ ପରିବାର ସହ ଗୁରୁବାର ତେଲେଙ୍ଗାନାରୁ ଆସି କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ । ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନିକ ଅଧିକାର ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ନେଇ ଚଲାନପଡ଼ା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ କୋକୁଆ ଭୟ ସୃଷ୍ଟି ହୋଇଛି ।
https://onakhabar.com/2020/06/06/double-murder-at-bolangir/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking